ଜୀବନ ର ଶିକ୍ଷା

Do invest in life

ଜୀବନର ଅଦ୍ଭୁତ ସୌନ୍ଦର୍ଯ୍ୟ ଶବ୍ଦ ଦ୍ବାରା ବର୍ଣ୍ଣନା କରିବା ଅସମ୍ଭବ ଅଟେ, କିନ୍ତୁ ନିଜର ବ୍ୟକ୍ତିଗତ ଅନୁଭବରୁ ମୁଁ ଜୀବନ କୁ ଯେତିକି ଜାଣିଛି ଓ ବୁଝିଛି ତାହାକୁ ନିଜ ତରଫରୁ ବର୍ଣ୍ଣନା କରିବାର ସମ୍ପୁର୍ଣ୍ଣ ପ୍ରୟାସ କରିଛି ।